ଓଡିଶା କଳା ସଂସ୍କୃତି

“ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

  • April 29, 2025
  • 0 Comments

• ସାମ୍ବାଦିକ ବିରଞ୍ଚି, ପ୍ରଭାତ, ଡ. ଲକ୍ଷ୍ମୀଧର ସମ୍ବର୍ଦ୍ଧିତ• ମହାପ୍ରଭୁ କେବଳ ଶ୍ରୀମନ୍ଦିରରେ ନୁହେଁ ସବୁଠି ଅଛନ୍ତି• ଭକ୍ତି, ସମର୍ପଣ ଈଶ୍ୱରତ୍ୱ ପ୍ରାପ୍ତିର ଏକମାତ୍ର ମାର୍ଗ• ସମାଜର ଉତ୍ଥାନ ପାଇଁ ସାମୁହିକତା ଜରୁରୀପୁରୀ, (ଫ୍ରିଟୁସ୍ପିକ୍) : ଶ୍ରୀ ରାଧାରମଣ ଫାଉଣ୍ଡେସନ ଆନୁକୂଲ୍ୟରେ କଳ୍ପତରୁ ମିଶନ ସହଯୋଗରେ ଶ୍ରୀ ରାଧାରମଣଙ୍କ ୧୭୦ତମ ଜୟନ୍ତୀ ଓ ପରମ ବୈଷ୍ମବୀ କଙ୍କରୀ ପରମେଶ୍ୱରୀ ମାଆଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅବସରରେ “ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଜିଲା ସଂସ୍କୃତି ଭବନ […]

ଓଡିଶା କଳା ସଂସ୍କୃତି

୫ ଦଶନ୍ଧି ପରେ ଖୋଲିଲା ଭିତର ଭଣ୍ଡାର…

ବ୍ୟୁରୋ, (ଏଫ୍ଟୁଏସ୍) ୧ ୮/୦୭ : ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନିଆଯିବ । ବାହାର ଭଣ୍ଡାର ପରେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିଛନ୍ତି ୧୧ ଜଣିଆ ସ୍ୱତନ୍ତ୍ର ଟିମ୍ । ବାହାରେ ପ୍ରଥମେ ଲୋକନାଥ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଜଉମୁଦ […]

ଓଡିଶା

ପୁଣି ଖୋଲିବ ରତ୍ନ ଭଣ୍ଡାର, ସକାଳ ୮ଟାରୁ ମନ୍ଦିର ପ୍ରବେଶ କଟକଣା…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ଆସନ୍ତା ଜୁଲାଇ ୧୮ ତାରିଖ ଅର୍ଥାତ ଗୁରୁବାର ପୁଣି ଖୋଲାଯିବ ରନôଭଣ୍ଡାର । ରନôଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି, ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ । ଏ ନେଇ ଶୁଭବେଳା ଧାର୍ଯ୍ୟ ହେଇଛି । ଏହି ସମୟରେ […]

ଓଡିଶା କଳା ସଂସ୍କୃତି

ମହାବାହୁଙ୍କ ସ୍ନାନ ନିମିନ୍ତେ ପ୍ରସ୍ତୁତ ଅଭିମନ୍ତ୍ରିତ ଜଳରେ ରହିଛି କ’ଣ ?

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପରେ ବିରାଜିତ ହେବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ । ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ । ସନ୍ଧ୍ୟା […]

ଓଡିଶା

ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆଙ୍କ ଶୁଭ ୧୨୫ ତମ ବର୍ଷବ୍ୟାପୀ ଜୟନ୍ତୀ ଉତ୍ସବ ପୁରୀଠାରେ ଉଦ୍ଘାଟିତ…

ପୁରୀ, ୧୫/୪ : ଯୁଗେ ଯୁଗେ ଶ୍ରୀ ଜଗନ୍ନାଥ ଭକ୍ତର ଅଧୀନ । ଭକ୍ତ ମାନଙ୍କ ଭାବକୁ ଗ୍ରହଣ କରି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅନେକ ଲୀଳା କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି । ଏପରି ଜଣେ ଅନାଲୋଚିତ ଭକ୍ତ ଥିଲେ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆ । ଶ୍ରୀ ରାଧାରମଣ ଫାଉଣ୍ଡେସନ ତରଫରୁ ବୈଷ୍ଣବ କୀଙ୍କରୀ ଶ୍ରୀ ଶ୍ରୀ ପରମେଶ୍ୱରୀ ମାଆଙ୍କ ୧୨୫ ତମ ଜନ୍ମ ବାର୍ଷିକ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି […]

ଓଡିଶା କଳା ସଂସ୍କୃତି

ପଦ୍ମବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି

ପୁରୀ, ୧୦/୧ : ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । ପଦ୍ମଫୁଲରେ ସଜ୍ଜିତ ହେବେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରା । ଏଥିପାଇଁ ସୋଲରେ ପଦ୍ମପାଖୁଡା, ହଂସ, ଗଛ, କଦମ୍ବ ଫୁଲରେ କରପଲ୍ଲବ ପ୍ରଭୃତି ପଦ୍ମବେଶ ଶିଳ୍ପୀ ଅତି ନିଖୁଣ ଭାବେ ତିଆରି କରିଛନ୍ତି ଯାହାକୁ ସିଂହାରୀ ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ବିଭୂଷିତ କରାଯିବ । ମାଘମାସ ଅମାବାସ୍ୟାଠାରୁ ବସନ୍ତ ପଂଚମୀ ମଧ୍ୟରେ ଶନିବାର ବା ମଙ୍ଗଳବାରରେ ଏହି […]

ଓଡିଶା କଳା ସଂସ୍କୃତି

ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ଫଳଭାର

ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ଆମ୍ବ, ପଣସ, କଦଳୀ, ସପୁରୀ ଓ ନଡ଼ିଆ ସହ ଭଳିକି ଭଳି ଫଳଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳୀ ମହୋଷଧିଦ୍ୱାରା ସେବା କରାଯାଉଛି । ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ […]