ଟ୍ରେଣ୍ଟିଂ ଦେଶ ବିଦେଶ

ଆସନ୍ତା ୨୬ରେ ଶପଥ ନେବେ ଖଡଗେ । ସମସ୍ତଙ୍କ ନଜର ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱର କମାଣ ଯାଇଛି ଜଣେ ଅଣଗାନ୍ଧୀ ପରିବାର ହାତକୁ । କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ୍ ଦେଇ ଅଧ୍ୟକ୍ଷ ଆସନ ହାତେଇଛନ୍ତି ଖଡଗେ । ବର୍ତ୍ତମାନ ସମସ୍ତଙ୍କ ନଜର, ନୂଆ ସଭାପତି ଭାବେ ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ । ଆସନ୍ତା […]

ଟ୍ରେଣ୍ଟିଂ ଦେଶ ବିଦେଶ

ଅପେକ୍ଷା ଆଉ କିଛି ସମୟର ! କିଏ ହେବ କଂଗ୍ରେସ ନୂଆ ସଭାପତି ?

୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ନୂଆ ସଭାପତି । ଅଣ-ଗାନ୍ଧି ପରିବାରରୁ ହେବେ ଦଳର ସଭାପତି । କଂଗ୍ରେସ ସଭାପତି ପଦ ପାଇଁ ଆଜି ଭୋଟ୍ ଗଣତି ହେଉଛି । ଖଡ଼ଗେ ନାଁ ଥରୁର୍ କିଏ ହେବେ କଂଗ୍ରେସର ନୂଆ  ମୁଖିଆ ତାହା ଆଜି ସ୍ପଷ୍ଟ ହେବ । ଆଜି ସକାଳ ୧୦ ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ […]