ଓଡିଶା

ସେବା ସମବାୟ ସମିତି ଲିଃରେ ସରକାରୀ ବାବୁଙ୍କ ମନମୁଖୀ ଶାସନ ଯୋଗୁଁ ନିର୍ବାଚନରୁ ବଞ୍ଚିତ ହେଲେ ଚାଷୀ

ଓଡାପଡା ବ୍ଲକ ସଦାଶିବପୁର ସେବା ସମବାୟ ସମିତି ଲିଃରେ ସରକାରୀ ବାବୁଙ୍କ ଅବହେଳା ଓ ମନମୁଖୀ ଶାସନ ଯୋଗୁଁ ନିର୍ବାଚନରୁ ବଞ୍ଚିତ ହେଲେ ଚାଷୀ । ବର୍ତମାନ ସାରା ଓଡ଼ିଶାରେ ଚାଲିଛି ସେବାସମବାୟ ସମିତି ଲିଃର ନିର୍ବାଚନ l ରାଜ୍ୟ ସରକାର ଚାଷୀକୂଳଙ୍କ ହିତ ପାଇଁ ବିଭିନ୍ନ ପ୍ରକାରର ନିୟମ ଓ ପଦ୍ଧତି ଅବଲମ୍ବନ କରି ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଗଢ଼ି ଉଠିଥିବା ସେବା ସମବାୟ ସମିତି ଲିଃରେ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ […]