ସଂଗୃହୀତ ପାଣ୍ଠିରେ ହେବ କଲ୍ୟାଣ କାର୍ଯ୍ୟ…
ଭୁବନେଶ୍ବର : ସେବା ପ୍ରୟାସ ଫାଉସେନ ପକ୍ଷରୁ ଆସନ୍ତା ଅକ୍ଟୋବର ୨୦ରୁ “କଳିଙ୍ଗ ଗରବା ରାସ୍-୨୦୨୩” ଅନୁଷ୍ଠିତ ହେବାକୁ ଯାଉଛି । ଏଥିରୁ ସଂଗୃହୀତ ପାଣ୍ଠିକୁ ଡ୍ରପଆଉଟ୍ ଛାତ୍ର ତଥା ବାଲ୍ୟ ବିବାହରୁ ଉଦ୍ଧାର ପାଇଥିବା ଛାତ୍ରୀ ଏବଂ ସହୀଦ ପରିବାର ବର୍ଗଙ୍କ ସମ୍ମାନଜନକ ବ୍ୟକ୍ତିଙ୍କୁ ଦାନ କରାଯିବ । ସେବା ପାଉଣ୍ଡେସନ୍ ସର୍ବଦା ଶିଶୁଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛି । ବିଶେଷ କରି ବାଲ୍ୟ ବିହାର ତଥା ଅନ୍ୟାନ୍ୟ ଶିଶୁ ସମ୍ବନ୍ଧୀୟ ସାମାଜିକ ବ୍ୟଧି […]