ଅଟୋକୁ ଧକ୍କା ଦେଲା କାର । ସେପଟେ କାର ସହ ଧକ୍କା ହେଲା ବାଇକ ।
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ- ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ଘଟଣା ସ୍ଥଳରେ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବାଲିଆପାଳ ଅଞ୍ଚଳର ୨ ଜଣ ଲୋକ ରୋଗୀ ନେଇ କାର ଯୋଗେ ହସ୍ପିଟାଲ୍ ଯାଉଥିବା ବେଳେ ପେଜଗଳା ବ୍ରିଜ ନିକଟରେ ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ ଧକ୍କା ହୋଇଥିଲା । ସେହି ସମୟରେ […]