ଓଡିଶା

ଭୁବନେଶ୍ବରରେ ତାପମାତ୍ରା ୧୪ ଡ଼ିଗ୍ରୀ, ବଢିବାରେ ଲାଗିଛି ଶୀତ ପ୍ରକୋପ

ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟରେ କିଛି ସ୍ଥାନରେ ତାପମାତ୍ରା ଏବେ ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫.୬ ଡିଗ୍ରୀ ରହିଛି । ସେହିପରି କନ୍ଧମାଳର ଜି.ଉଦୟଗିରିରେ ତାପମାତ୍ରା ୮ ଡ଼ିଗ୍ରୀ ଥିବାବେଳେ ଫୁଲବାଣୀରେ ରହିଛି ୮.୫ ଡ଼ିଗ୍ରୀ । ଅପରପକ୍ଷେ କେନ୍ଦୁଝର, କୋରାପୁଟ, କନ୍ଧମାଳର ଦାରିଙ୍ଗବାଡି ଏବଂ ସୁନ୍ଦରଗଡ଼ର କିରେଇ […]