ମୁକୁଳା ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର…ଭୁଲ୍ କାହାର, ପ୍ରଶାସନର ନା TPCODLର…
ଓଡାପଡା (ଗୋପବନ୍ଧୁ ବାରିକ) : ବିପଦ ବଢାଉଛି ମୁକୁଳା ଟ୍ରାନ୍ସଫର୍ମର । ସବୁ ଜାଣି ଅଜଣା ହେଉଛନ୍ତି ବିଭାଗୀୟ କର୍ତ୍ତୁପକ୍ଷ । ଯଦି ଅକସ୍ମାତ କାହାର ଦୁର୍ଘଟଣା ହୁଏ, ତେବେ ଦାୟୀ କିଏ ରହିବ ? ଏ ହେଉଛି ଓଡାପଡା ବ୍ଲକ ସିମିନଇ ଗାଁର ଭବବାନପୁର ଓ ନୂଆ ସାହିର ଦୃଶ୍ୟ । ଗାଁର ଅନେକ ସ୍ଥାନରେ ମୁକୁଳା ହୋଇ ପଡି ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ରେ ନା ରହିଛି ତାର ଜାଲି ନା […]