ବିଜ୍ଞାନ ବିଭାଗ ବିଷୟରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ…
ନୂଆପଡ଼ା, ୧/୧୨ (କୀର୍ତି ଚନ୍ଦ୍ର ନାଗ) : ଆଦର୍ଶ ସ୍ନାତକ ମହବିଦ୍ୟାଳୟ, ଖଡ଼ିଆଳରେ ରସାୟନ ବିଜ୍ଞାନ ବିଭାଗ ବିଷୟରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱ କରିଥିବା ବେଳେ ବିଭାଗୀୟ ଅଧ୍ୟାପିକା ନିବେଦିତା ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହ ବିଷୟସୂଚୀ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ତରୁଣ କୁମାର ପ୍ରଧାନ ଯୋଗ […]