ଡାବର ଚୱନପ୍ରାଶ୍ ପକ୍ଷରୁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନର ଶୁଭାରମ୍ଭ
ଭୁବନେଶ୍ୱର, ୨୦/୧ (ଅଭିଜିତ୍ ସିଂ) : ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ ସମ୍ପର୍କରେ ସଚେତନ କରିବ, ଯାହା ଅଧିନରେ ପ୍ରତିଷ୍ଠିତ ଡାକ୍ତରମାନେ ଆୟୁର୍ବେଦର ପ୍ରମାଣିତ ଲାଭଗୁଡିକ ସମ୍ପର୍କରେ ତଥ୍ୟ ସେୟାର କରିବେ । ଏହି କ୍ୟାମ୍ପେନ ଆୟୁର୍ବେଦ ସମ୍ପର୍କରେ […]