ଓଡିଶା

ତାତି ଅସହ୍ୟ, ୩୦ ପରେ ପୁଣି ଖୋଲିବ କି ବିଦ୍ୟାଳୟ ?

ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ହିଟ୍ ୱେଭ କାରଣରୁ ଘରୁ ବାହାରିବା ଅସମ୍ଭାଳ ହୋଇଯାଉଛି । ଏହାକୁ ଆଖି ଆଗରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲବନ୍ଦ ନିଷ୍ପତ୍ତି ନେଇଥିଲେ ସରକାର । ତେବେ ସ୍କୁଲ ଛୁଟି ବଢ଼ିବ କି ନାହିଁ, ସେ ନେଇ ଆସନ୍ତା ୧ କିମ୍ବା ୨ ତାରିଖ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲାଯିବ […]

ଓଡିଶା

ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ସ୍ଥଗିତାଦେଶ !

ବଦଳିପାରେ ଜାନୁଆରୀ ୩ ରୁ ସ୍କୁଲ ଖୋଲିବା ନିଷ୍ପତ୍ତି । ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିବାବେଳେ ଏ ନେଇ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତି ବଦଳିପାରେ ବୋଲି ସୂଚନା ଦେଇଛନ୍ତି ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି । ସେ କହିଛନ୍ତି ଯେ, ପୂର୍ବ ସ୍ଥିତିକୁ ଦେଖି ସରକାର ଏହି […]

ଓଡିଶା

ମାର୍ଚ୍ଚରେ ଦଶମ ପରୀକ୍ଷା ନ ହେଲେ, ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ

ଏବେ ସ୍କୁଲ ପାଇଁ ପୁଣି ଜାରି ହୋଇଛି ଆଲର୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସର୍ଭିଲାନ୍ସ ଚାଲିଛି ବୋଲି ପ୍ରକାଶ କରିଛନ୍ତି । ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି । ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଅଛି, ତାକୁ କଡ଼ାକଡ଼ି ପାଳନ କରାଯାଉଛି । ଅପରପକ୍ଷେ ସରକାରୀ ବିଦ୍ୟାଳୟରେ କୋଭିଡ୍ ସମସ୍ୟା ସେତେ ଆସି ନ ଥିବାବେଲେ ସ୍ବାସ୍ଥ୍ୟ ବିଭାଗ […]