ସରକାରୀ ଟଙ୍କାକୁ ହଡ଼ପ କରୁଛନ୍ତି କୁଜି କଣ୍ଟ୍ରାକ୍ଟର । ବ୍ଲକର ବିଭାଗୀୟ ଅଧିକାରୀ ସାମିଲ ଥିବା ଅଭିଯୋଗ
ନୟାଗଡ଼: ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ପାଇଖାନା ନିର୍ମାଣରେ ଦୁର୍ନିତୀ ଅଭିଯୋଗ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଥିବା ବାଇସିଟି ପଞ୍ଚାୟତରେ ପାଇଖାନା ନିର୍ମାଣରେ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ପ୍ରତି ହିତାଧିକାରୀଙ୍କ ପିଛା ୧୨ ହଜାର ଟଙ୍କା ଆସିଛି । ମାତ୍ର ହିତାଧିକାରୀଙ୍କ ପାଇଖାନାକୁ ପଂଚାୟତର କିଛି କଣ୍ଟ୍ରାକ୍ଟର ବ୍ଲକର ବିଭାଗୀୟ ଅଧିକାରୀଙ୍କୁ ହାତ କରି […]