ଏସ୍.ବି.ଆଇ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ଅଭିଯୋଗ
ଏସ୍.ବି.ଆଇ ଗ୍ରାହକ ସେବା କେନ୍ଦ୍ରରୁ ଚୋରି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଛକରେ ଥିବା ଏସ୍.ବି.ଆଇ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ହୋଇଥିବା ନେଇ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଷଣ୍ଢମୂଳ ପଞ୍ଚାୟତର ନିରଞ୍ଜନ ସ୍ୱାଇଁଙ୍କ ପୁଅ ଚନ୍ଦନ କୁମାର ସ୍ୱାଇଁ ମାର୍କେଟ କମ୍ପ୍ଲେକ୍ସର ଏକ ଘର ଭଡା ନେଇ ଗ୍ରାହକ ସେବା କେନ୍ଦ୍ର କରିଥିଲେ । ରବିବାର ସେ ସେବା କେନ୍ଦ୍ର ବନ୍ଦ କରି […]