ଆବଣ୍ଟିତ ଅକ୍ଷୟ ଶକ୍ତିର ସ୍ଥାୟୀ ବିନିଯୋଗ ଦିଗରେ ଅଗ୍ରସର ସେଲକୋ ଫାଉଣ୍ଡେସନ…
ଭୁବନେଶ୍ୱର : ଆବଣ୍ଟିତ ଅକ୍ଷୟ ଶକ୍ତିର ସ୍ଥାୟୀ ବିନିଯୋଗ ଏବଂ ଏଥିପାଇଁ ପ୍ରସ୍ତୁତ ଇକୋସିଷ୍ଟମ୍ ସମ୍ବନ୍ଧୀୟ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ସୂର୍ଯ୍ୟଂଶ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ସିଜିଏମ୍ ଡକ୍ଟର ସୁଧାଂଶୁ କେ.କେ ମିଶ୍ର, ଓରେଡାର ଯୁଗ୍ମ ନିଦେ୍ର୍ଦଶକ ସୌମ୍ୟ ରଞ୍ଜନ ପଣ୍ଡା, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ହିତାଧିକାରୀଙ୍କୁ ଏକତ୍ର କରି ନବୀକରଣ ଯୋଗ୍ୟ ଶକ୍ତି […]