ବୋଲବମ୍ ହର ହର ବମ୍ ଡାକରେ ପ୍ରକମ୍ପିତ ଶୈବପୀଠ…
କାକଟପୁର : ପବିତ୍ର ଶ୍ରାବଣମାସର ଦ୍ଵିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି । କାଉଡ଼ିଆ ଭକ୍ତ ପୂଣ୍ୟତ୍ବୟା ପ୍ରାଚୀ ନଦୀର ବିଶ୍ଵାମିତ୍ର ଆଶ୍ରମ ତୁଠରୁ ପାଣିଭାର ଉଠାଇ ଶୈବପୀଠମାନଙ୍କୁ ଯାଉଥିବା ଦେଖିବାକୁ ମିଳିଛି । କୋଣାର୍କ ଅଞ୍ଚଳର ପ୍ରଖ୍ୟାତ ଠାକୁର ତଥା ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ଵର ଓ ପୁରୀର ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠରେ ଜଳ ଲାଗି କରିବାକୁ ଶନିବାରଠାରୁ ଏହି କାଉଡିଆଙ୍କ ଯାତ୍ରାରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ଦଳ […]