ଓଡିଶା ଯ଼ୋଗାଯ଼ୋଗ

ଭୁବନଶ୍ୱେରରେ ଭ୍ରାମ୍ୟମାଣ ପାଠାଗାର “ଲାଇବ୍ରେରୀ ଅନ୍ ହୁଇଲସ’ ଉନ୍ମୋଚିତ…

ଭୁବନେଶ୍ୱର, ୧୫ ନଭେମ୍ବର : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଭାବରେ ଶିଶୁ ଦିବସ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜୟ ଓଡ଼ିଶା’ । ଶିଶୁ ଦିବସ ଅବସରରେ ୟୁନିଟ୍ ୩ ସ୍ଥିତ ସତ୍ୟସାଇ କମୁ୍ୟନିଟି ସେଂଟର, ଯେଉଁଠି ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଆର୍ଥିକସ୍ତରରେ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରାଯାଏ, ସେଠାରେ ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ସ୍ୱେଚ୍ଛାସେବୀମାନେ ପହଂଚି ସମସ୍ତଙ୍କ ସହିତ କିଛି […]

ଓଡିଶା

ସତ୍ୟସାଇ ସେବାସମିତି ପକ୍ଷରୁ ନିଃଶୁଳ୍କ ଗଣ-ବ୍ରତୋପନୟନ କାର୍ଯ୍ୟ ଅନୁଷ୍ଠିତ

ସାଲେପୁର (ଅଭୟ ଜେନା): ସତ୍ୟସାଇ ସେବାସମିତି ସାଲେପୁର ଶାଖା ପକ୍ଷରୁ ନିଃଶୁଳ୍କ ଗଣ-ବ୍ରତୋପନୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଡ଼ିଏରୁ ଉର୍ଦ୍ଧ୍ବ ଆର୍ଥିକ ଭାବେ ଅନୂନ୍ୟ ବ୍ରାହ୍ମଣ ପିଲାଙ୍କୁ ଅନୁଷ୍ଠାନ ପକ୍ଷରୁ ବୈଦିକ ରୀତିନୀତି ଅନୁଯାୟୀ ଯଥାବିଧି ସମୂହ ବ୍ରତୋପନୟନ କରାଯାଇଛି । ଏହି ବୈଦିକ ସଂସ୍କାର କାର୍ଯ୍ୟକ୍ରମରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଆଦି ଜିଲ୍ଲାରୁ ବହୁ ଗରିବ ବ୍ରାହ୍ମଣ ପିଲମାନେ ସେମାନଙ୍କର ଅଭିଭାବକ ଓ ବନ୍ଧୁବାନ୍ଧବଙ୍କ ସହ ଉପସ୍ଥିତ ହୋଇ କାର୍ଯ୍ୟ […]