ଓଡିଶା

ପଦ୍ମପୁରରେ ଶୁଭିଲା ଶଙ୍ଖ…

ଜିତିଲା ମାଟିର ଝିଅ । ୪୨ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛି ବିଜେଡି । ବାପାଙ୍କ ସ୍ବପ୍ନକୁ ସାକାର କରିବାର ପ୍ରତିଶ୍ରୁତି ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ସ୍ବର୍ଗତଃ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂହ ବରିହା । ପଦ୍ମପୁର ଉପନିର୍ବାଚନୀ ଫଳାଫଳ ବର୍ଷାଙ୍କ ସପକ୍ଷରେ ଯାଇଛି । ବର୍ଷା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୫ ଭୋଟରେ ମାତ୍ ଦେଇଛନ୍ତି । ମୋଟ ୧୪ଟି ଟେବୁଲରେ […]

ଓଡିଶା

ଓଡିଶାରେ କଣଠେସା ଦଳ କି କଂଗ୍ରେସ !

ପଦ୍ମପୁର ଉପନିର୍ବାଚନ ଲାଗି ଚାଲିଛି ଭୋଟ୍ ଗଣତି । ଷଷ୍ଠ ରାଉଣ୍ଡ ଶେଷେ ସୁଦ୍ଧା ବି ଏକ ହଜାର ଛୁଇଁ ପାରିଲାନି କଂଗ୍ରେସ । ପଦ୍ମପୁରରେ କେବଳ ବିଜେଡି- ବିଜେପି ମଧ୍ୟରେ ଜାରି ରହିଛି ଫାଇଟ୍ । ମୁକୁଟକୁ ହାତେଇବା ପଥରେ ଆଗୁଆ ରହିଛନ୍ତି ବିଜେଡିର ବର୍ଷା ସିଂହ ବରିହା । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ […]

ଓଡିଶା

ପଦ୍ମପୁରରେ କାମ କଲା ବିଜେଡିର ମାଇକ୍ରୋ ଷ୍ଟ୍ରାଟେଜି !

ଧାମନଗର ପରାଜୟ ପରେ ବୁଦ୍ଧି ଶିଖିଛି ବିଜେଡି । ଘର ସଜାଡିବେ ସଫଳତା ହାସଲ କରିବା ପଥରେ ଅଗ୍ରସର ବିଜେଡି । ପଦ୍ମପୁର ଉପନିର୍ବାଚନରେ ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟ କାମ କରୁଛି । ପଦ୍ମପୁର ମୁକୁଟକୁ ହାତେଇବା ପଥରେ ଆଗୁଆ ରହିଛନ୍ତି ବିଜେଡିର ବର୍ଷା ସିଂହ ବରିହା । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି […]

ଓଡିଶା

କାମ କଲା କି ନବୀନଙ୍କ କ୍ୟାମ୍ପେନ୍ ?

ପଦ୍ମପୁର ଉପନିର୍ବାଚନରେ କିଏ ହାତେଇବ ପଦ୍ମପୁର ମୁକୁଟ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୮୧୭୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୫୦୧ ଖଣ୍ଡ ଭୋଟ୍ ମିଳିଥିଲା । ବିଜେପିକୁ ୩୭୮୯ ଓ କଂଗ୍ରେସକୁ […]

ଓଡିଶା

ପଦ୍ମପୁର ତୃତୀୟ ପର୍ଯ୍ୟାୟରେ ବର୍ଷାଙ୍କ ଫ୍ୟାନ୍ !

ପଦ୍ମପୁର ଉପନିର୍ବାଚନରେ ଆଜି ଚାଲିଛି ଭୋଟ ଗଣତି ଚାଲିଛି । କିଏ ହାତେଇବ ପଦ୍ମପୁର ମୁକୁଟ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି […]