ସାତକୋଶିଆ ଗଣ୍ଡକୁ ‘ରାମସର ସାଇଟ୍’ ମାନ୍ୟତା ମିଳିବା ପରେ ଜିଲ୍ଲାରେ ଖୁସିର ଲହରୀ
ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର ସାଇଟ୍’ର ମାନ୍ୟତା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯାଇଛି । ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ହେଉଛି ‘ରାମସର ସାଇଟ୍’ ଘୋଷଣାର ଉଦ୍ଦେଶ୍ୟ । ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ହୋଇଥିବାବେଳେ ଆର୍ଦ୍ରଭୂମିର ଗୁରୁତ୍ଵକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ପ୍ରଦାନ କରିଥାଏ । ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ଦିଆଯାଇଛି । ସେଥିମଧ୍ୟରୁ […]