ଓଡିଶା

‘ଶାସ୍ୱତ ରିଭରସାଇଡ୍’ର ପ୍ରକଳ୍ପକୁ ନେଇ ରହିଛି ଅନେକ ଆଶା…

ଭୁବନେଶ୍ୱର : କଟକ-ଭୁବନେଶ୍ୱର ମଧ୍ୟବର୍ତ୍ତୀ ତ୍ରିଶୁଳିଆରେ ଆରମ୍ଭ ହେଉଥିବା ପ୍ରକଳ୍ପ ଦୈତନଗରୀର ଏକ ଅତ୍ୟାଧୁନିକ ଏବଂ ଆରାମଦାୟକ ପ୍ରକଳ୍ପ ଭାବରେ ପରିଚିତ ହେବ । ରିୟଲଇଷ୍ଟେଟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସ୍ୱଦେଶ ରାଉତରାୟଙ୍କ ନିଜସ୍ୱ ନୂତନ ପ୍ରକଳ୍ପ ‘ଶାସ୍ୱତ ରିଭରସାଇଡ୍’ର ଶୁଭାରମ୍ଭ ହୋଇଯାଇଛି । CREDAIର ଅଭିଜ୍ଞ ସଦସ୍ୟ ସ୍ୱଦେଶ ରାଉତରାୟଙ୍କ ସଂସ୍ଥା ଶାସ୍ୱତ ଇନଫ୍ରା ନିଜର ଗ୍ରାହକମାନଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବା ନିମନ୍ତେ ପ୍ରତିଶୃତିବଦ୍ଧ । “HOME FOR NOW HOME […]