ଦେଶ ବିଦେଶ

୧୯୭୧ ଭାରତୀୟ ସ୍ମୃତି ପ୍ରତିମୂର୍ତ୍ତିର ଭଙ୍ଗାରୁଜା ଘଟଣା ଅପମାନଜନକ ଆକ୍ରମଣ: ଶଶି ଥରୁର

ବାଂଲାଦେଶ ମୁଜିବନଗର ଇଣ୍ଡିଆନ ମେମୋରିଆଲ କମ୍ପ୍ଲେକ୍ସରେ ଥିବା ୧୯୭୧ ମସିହା ଚୁକ୍ତି ବୁଝାମଣା ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ବାଂଲାଦେଶର ହିନ୍ଦୁ ମନ୍ଦିର ଏବଂ ସଂଖ୍ୟାଲଘୁ ଅଞ୍ଚଳ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶଶି ଥରୁର କହିଛନ୍ତି ଯେ କିଛି ଆନ୍ଦୋଳନକାରୀଙ୍କ ଏଜେଣ୍ଡା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଛି । ଏହା ଭାରତୀୟଙ୍କ ପ୍ରତି ଅପମାନଜନକ ଆକ୍ରମଣ ବୋଲି ସେ କହିଛନ୍ତି ।୧୯୭୧ ଯୁଦ୍ଧକୁ ସମାପ୍ତ କରିବା ପାଇଁ […]