ଟାଟାର ଶାଢ଼ି ବ୍ରାଣ୍ଡ ‘ତନେଇରା’ ଆଣିଛି ଏହାର ଫେଷ୍ଟିଭ୍ ଏଡିଟ ‘ଦ କୁଇନ୍ସ କଲେକ୍ସନ’ । ୨୦,୦୦୦ ଟଙ୍କାର ସପିଂରେ ରହିଛି ୦.୨ ଗ୍ରାମ ତନିସ୍କ ସୁନା ମୁଦ୍ରା ଅଫର…
ଭୁବନେଶ୍ୱର : ଚଳିତ ଦୀପାବଳି ସେଲିବ୍ରେସନକୁ ସ୍ୱତନ୍ତ୍ର କରିବାକୁ ଯାଇ ଟାଟାର ଶାଢ଼ି ବ୍ରାଣ୍ଡ ‘ତନେଇରା’ ଆଣିଛି ଏହାର ଫେଷ୍ଟିଭ୍ ଏଡିଟ ‘ଦ କୁଇନ୍ସ କଲେକ୍ସନ’ । ଭୁବନେଶ୍ୱର ଷ୍ଟୋରରେ ତନେଇରା ସିଇଓ ଅମ୍ବୁଜ ନାରାୟଣଙ୍କ ଉପସ୍ଥିତିରେ ନୂତନ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଏହି କଲେକ୍ସନରେ ପିୟୋର୍ ସିଲ୍କର ବହୁବିଧ କ୍ଲଷ୍ଟରରେ ପ୍ରସ୍ତୁତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ହାତତିଆରି ଡିଜାଇନର ଶାଢ଼ିର ଆକର୍ଷଣୀୟ ରେଞ୍ଜ୍ ରହିଛି । ନୀଳ ଏବଂ ସବୁଜ ସେଡରେ ପ୍ରସ୍ତୁତ ଶାଢ଼ିଗୁଡ଼ିକ ପଦ୍ମ […]