ସରପଞ୍ଚଙ୍କ ମାସିକଭତ୍ତା ସର୍ବନିମ୍ନ ୩୦ହଜାର ଟଙ୍କା ଦାବି…
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ସାମ୍ବିଧାନିକ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରିବା ପ୍ରତିବାଦରେ ଆଜି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତ୍ରୀ ପ୍ରଧାନଙ୍କୁ ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସରପଞ୍ଚ ସଂଘର ଆହ୍ୱାନ କ୍ରମେ ଜିଲ୍ଲାର ମୋଟ ୧୩୧ ପଞ୍ଚାୟତର ସରପଞ୍ଚ ସ୍ଥାନୀୟ ପୋଲିସ ପଡ଼ିଆସ୍ଥିତ […]