ଓଡିଶା

ମାହାଙ୍ଗାରେ ବିଜେପିର ସଦସ୍ୟତା ସଂଗ୍ରହ ସମାବେଶରେ ସାରଦାଙ୍କ ଅନୁଗତ…

ଦଳର ମୁଖ୍ୟ ସ୍ରୋତକୁ ଫେରିବେ କି ସାରଦା ?ମାହାଙ୍ଗା, (ଏଫ୍ଟୁଏସ୍/ ଅଭୟ ଜେନା) : ମାହାଙ୍ଗାରେ କିଏ ହେବେ ବିଜେପିର ମଙ୍ଗୁଆଳ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ବିଧାୟକ ସାରଦା ପ୍ରଧାନଙ୍କ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନରେ ବିଜେପି ନେତା ସାରଦା ପ୍ରଧାନଙ୍କୁ ଦଳ ଟିକେଟ ନଦେବାରୁ ସେ ସ୍ୱାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ । ଦଳରୁ ନିଲମ୍ବିତ ହେବା ସତ୍ୱେ ସାରଦା ନିର୍ବାଚନ ଜିତିବା, […]

ଓଡିଶା

ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ବିପଦ ସଂକୁଳ…

ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ପୂର୍ତ୍ତ ଓ ଜଳସମ୍ପଦ ଅଧିକାରୀମାହାଙ୍ଗା, (ଏଫ୍ଟୁଏସ୍ / ଅଭୟ ଜେନା) : ବିପଦ ସଂକୁଳ ଅବସ୍ଥାରେ ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ । ପାଖାପାଖି ୬୦ ମିଟରରୁ ଉର୍ଦ୍ଧ୍ୱ ମୁଖ୍ୟ କେନାଲ ବନ୍ଧ ହଠାତ୍ ୪ ଫୁଟ ତଳକୁ ଦବି ଯାଇଛି । ଅଳ୍ପ ଦିନ ତଳେ ନିର୍ମିତ ଏହି ପିଚୁରାସ୍ତା ଏବେ ଫାଟି ଆଁ’ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । […]

ଓଡିଶା

ଶଙ୍ଖ ଶିବିରରେ ଭାଳେଣି…

ବିଜେଡିରୁ ୧୧ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଇସ୍ତଫା ପରେ  ଆଲୋଡନ  ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : ସାଧାରଣ ନିର୍ବାଚନକୁ ଦିନ କେଇଟା ନପୁରୁଣୁ, ଉପକୂଳ ଜିଲ୍ଲାରେ ବିଜେଡିକୁ ପୁଣି ଶକ୍ତ ଧକ୍କା ଲାଗିଛି l ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିରୁ ୫ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଇସ୍ତଫା ଘୋଷଣା କରିଥିବା ବେଳେ ସେମାନଙ୍କ ସହିତ ଆହୁରି ୬ ଜଣ ସରପଞ୍ଚ ମଧ୍ୟ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି l ଦଳ […]

ଓଡିଶା

ମାହାଙ୍ଗାରେ ଫଳକ ରାଜନୀତି, ଶାସକ ବିରୋଧି ଛକାପଞ୍ଝା…

ସାଲେପୁର, (ଏଫ୍ଟୁଏସ୍) ୧୩/୦୭ : ମାହାଙ୍ଗାରେ ତେଜିଲା ଫଳକ ରାଜନୀତି । ପ୍ରକଳ୍ପ ଗୋଟିଏ, ହେଲେ ଉଦଘାଟନ ହେଲା ଦୁଇ ଦୁଇ ଥର । ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କଳୀନ ମାହାଙ୍ଗା ବିଧାୟକ ଏବଂ କଟକ ସଦର ବିଧାୟକ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ୨ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦଘାଟନ ଫଳକ ମାରିଥିଲେ । ତରତ ସହଦେବପୁର ପୂର୍ତ୍ତ ସଡ଼କ ପାଇଁ ୨୮ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷରିତ ହେବା […]