ଫଳକ ମୋହରେ ବାୟା… ଆଗ ବିଧାୟକ ନା ଆଗ ସାଂସଦ ?
କୋରାପୁଟ : ଉଦଘାଟନ ପୂର୍ବରୁ ଭାଙ୍ଗିଲା ନାମଫଳକ । ଏପଟେ ପ୍ରତିବାଦରେ ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ । ଘଟଣାରେ ଥାନାରେ ଅଟକ ରହିଲେ କଂଗ୍ରେସ କର୍ମୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ନୂତନ ପଞ୍ଚାୟତ ସମିତି ଗୃହ ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଦେଖିବାକୁ ମିଳିଛି ଏହି ହାଇଡ୍ରାମା । ଏମପି ଆଗ ନା ଏମ୍ଏଲ୍ଏ ଆଗ ତାକୁ ନେଇ ଦେଖିବାକୁ ମିଳିଛି ରାଜନୈତିକ ତାତି । ସୂଚନା ଅନୁସାରେ ନୂତନ ପଞ୍ଚାୟତ ଗୃହ ନାମ […]