ଓଡିଶା

6104 ଖଣ୍ଡ ଭୋଟରେ ଆଗୁଆ ଭର୍ତ୍ତୁହରି ମହତାବ…

କଟକ ଲୋକସଭା ଆସନରୁ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଭର୍ତ୍ତୁହରି ମହତାବ । କଟକ ସଂସଦୀୟ କ୍ଷେତ୍ରରେ ଭର୍ତ୍ତୁହରିଙ୍କ ସହିତ କଡା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର । ବର୍ତ୍ତମାନ ସୁଦ୍ଧା ଭର୍ତ୍ତୁହରି 6104 ଖଣ୍ଡ ଭୋଟରେ ସନ୍ତୃପ୍ତଙ୍କଠାରୁ ଆଗୁଆ ରହିଥିବା ସୂଚନା ରହିଛି । ଅପରପକ୍ଷେ ଟ୍ରେଣ୍ଡରୁ ବହୁ ପଛରେ ରହିଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ର ।

ଓଡିଶା

ଆଇଏମ୍ଆଇର ଏକାଦଶ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ…

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ)ର ଏକାଦଶ ଦୀକ୍ଷାନ୍ତ ସମାରୋହ ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୧-୨୩ ବ୍ୟାଚର ମୋଟ ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି […]