ଓଡିଶା ଦେଶ ବିଦେଶ

ବାଙ୍ଗାଲୋରରେ ଏଆଇ-ପ୍ରେରିତ ଫର୍ଟିଲିଟି ସେଂଟର୍ ଖୋଲିଲା ସନ୍ତାନ…

ଭୁବନେଶ୍ୱର : ସନ୍ତାନ ଫର୍ଟିଲିଟି ସେଂଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବେଙ୍ଗାଲୁରୁରେ ଏକ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ଫର୍ଟିଲିଟି ଯତ୍ନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କେନ୍ଦ୍ର ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ) ଭଳି ପ୍ରଯୁକ୍ତିଦ୍ୱାରା ପ୍ରେରିତ, ଯାହା ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରଦାନ କରିବାରେ ସହାୟକ ହେବ । ଏହି କେନ୍ଦ୍ରର ଉଦଘାଟନ ସମାରୋହରେ ବିଶିଷ୍ଟ ଅତିଥି ଭାବେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ […]