ଓଡିଶା

ସନାତନ ଧର୍ମକୁ ଆକ୍ଷେପ କଲେ ଧ୍ବସଂ ନିଶ୍ଚିତ…

ଜଗତସିଂହପୁର : ସନାତନ ଧର୍ମକୁ ଆକ୍ଷେପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା ଆଭିମୁଖ୍ୟ ରଖିଛନ୍ତି ସନ୍ଥ ସ୍ୱାମୀ ଅରୁପାନନ୍ଦ । ରାଜନୀତିକୁ ବ୍ୟବସାୟ ଭାବେ ଗ୍ରହଣ କରୁଥିବା ରାଜନେତାମାନେ ସନାତନ ଧର୍ମ ବାବଦରେ ଯେଉଁ ନିନ୍ଦନୀୟ ଟିପ୍ପଣୀ ଦେଉଛନ୍ତି ସେଥିରୁ ନିବୃତ ରହିବା ସହ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ବାବା ଅରୁପାନନ୍ଦ । ଏଥିସହ ସରକାର ସେହି କୁଚକ୍ରି ସନାତନ ବିରୋଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । […]