ହିନ୍ଦୋଳ ଏନଏସି ଦୁର୍ନୀତିର ଗନ୍ତାଘର, ମାଟିମୋରାମ ଏବଂ ବୁଶକଟିଙ୍ଗ ନାମରେ ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରିଲୁଟ୍…
ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିରେ ଚାଲିଛି ମହାଦୁର୍ନୀତି । ଦେଢ଼ବର୍ଷରେ ଚଳୁ କରିଦେଇଛନ୍ତି କୋଟିକୋଟି ଟଙ୍କା । ଖବରରୁ ପ୍ରକାଶ ୨୦୨୩ ନିର୍ବାଚନ ପରେ ତୃତୀୟ ପରିଷଦ ଗଠନ ହୋଇଥିଲେ ମଧ୍ୟ ପୂର୍ବ ନିର୍ବାହୀ ଅଧିକାରୀ ଓ ନିର୍ଦ୍ଧିଷ୍ଟ ନିର୍ବାଚିତ ପ୍ରତିନିଧିଙ୍କ ପ୍ରରୋଚନାରେ ନିୟମିତ ବୈଠକ ବସୁନଥିଲା । ରିଜୋଲେସନ କପି କିମ୍ବା ଆୟବ୍ୟୟ ହିସାବ କାଉନସିଲରମାନଙ୍କୁ ଦିଆଯାଉନଥିଲା । କାଉନସିଲରମାନଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରାନଯାଇ ନିଜକୁ ସୁହାଇଲା […]