ଓଡିଶା

ନାମାଙ୍କନ ଭରିଲେ ସୂର୍ଯ୍ୟବଂଶୀ ସୂରଜ । କଂଗ୍ରେସ- ବିଜେଡିର ପ୍ରାର୍ଥୀ କିଏ ତାକୁ ନେଇ ଚର୍ଚ୍ଚା …

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଦିବଂଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ । ଆଜି ସେ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେପିର ତୁଙ୍ଗ ନେତାଙ୍କ ସମେତ ତାଙ୍କ ଭଉଣୀ ଉପସ୍ଥିତ ଥିଲେ । ସୂରଜ ନାମାଙ୍କନ ଦାଖଲ କରିବାବେଳେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ସମେତ ଦଳର ଅନ୍ୟ ନେତା ଉପସ୍ଥିତ […]