ଓଡିଶା

ଆମ ପାଇଁ ସ୍କୁଲ ଘର ମିଳିଲେ ଆମେ ଭଲରେ ପାଠ ପଢିପାରିବୁ

ପାଠ ପଢିବା ଲାଗି ଛାତ୍ରଛାତ୍ରୀ କରୁଛନ୍ତି କସରତ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଶିକ୍ଷକଙ୍କଠାରୁ ଆରମ୍ଭ କରି ଅଭିଭାବକ ସମସ୍ତଙ୍କର ଗୋଟିଏ ଚିନ୍ତା ପିଲା କେମିତି ପାଠ ପଢିବେ । ଏ ଚିନ୍ତା ଖାଲି ଆଜିର ନୁହେଁ । ଦୀର୍ଘ ୭ ବର୍ଷ ହେବ ଏହି ଚିନ୍ତାରେ ଅଛନ୍ତି ସମସ୍ତେ । କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଂଚାୟତ ମୁର୍କୁଣ୍ଡି ଗ୍ରାମରେ ଏଭଳି ଏକ ବିଦ୍ୟାଳୟ ରହିଛି, ଯାହା ଦୀର୍ଘ ୭ବର୍ଷ ହେଲା ଏକ ମନ୍ଦିର […]