ଡିସେମ୍ବର ୩ ରେ ଅନୁଷ୍ଠିତ ହେବ ସମ୍ଭାବନା କ୍ରିକେଟ କପ୍
ଜଟଣୀ, ୨୯/୧୧ (ପ୍ରଶାନ୍ତ କୁମାର ସାହୁ) : ଜଟଣୀ ସହରର ଅନ୍ୟତମ ସମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଡିସେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ସମ୍ଭାବନା କପ୍ କ୍ରିକେଟ ଟୁର୍ଣ୍ଣାମେଂଟ । ସମ୍ଭାବନା ପରିବାର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକୀ ଉପଲକ୍ଷେ ଏକଦିବସୀୟ ଟେନିସ୍ ବଲ୍ ଟୁର୍ଣ୍ଣାମେଂଟ୍ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପଛ ପାଖରେ ଥିବା ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ୧୫ ଓଭର ବିଶିଷ୍ଟ ମ୍ୟାଚ ଗୁଡିକ ନକ୍ଆଉଟ୍ ଆଧାରରେ ଅନୁଷ୍ଠିତ […]