ଓଡିଶା

ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସାଲେପୁର ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ସାଲେପୁର, (ଫ୍ରିଟୁସ୍ପିକ୍/ ଅଭୟ ଜେନା) : ସାଲେପୁର ମାଛୁଆତି ସ୍ଥିତ ସାଲେପୁର ପବ୍ଲିକ ସ୍କୁଲର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ବିଦ୍ୟାଳୟର ଶୁଭମ ସ୍ୱରୂପ ପ୍ରଧାନ ୯୮%, ସୌମ୍ୟ ରଞ୍ଜନ ରାଉତ ୯୭%, ନିର୍ଲିପ୍ତା ପ୍ରିୟଦର୍ଶିନୀ ପ୍ରଧାନ ୯୬.୫% ହାସଲ କରି ବ୍ଲକରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ତଥା ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । […]

ଓଡିଶା

ସିବିଏସଇ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସାଲେପୁର : ସାଲେପୁର ପବ୍ଲିକ ସ୍କୁଲ ତରଫରୁ ଚଳିତ ବର୍ଷ ଅଲ ଇଣ୍ଡିଆ ସେକେଣ୍ଡାରୀ ସ୍କୁଲ ପରୀକ୍ଷା (ସିବିଏସଇ) ୨୦୨୩ରେ ସର୍ବାଧିକ ନମ୍ବର ୯୭.୨% ରଖିଥିବା ଗାର୍ଗୀ ମହାରଣାଙ୍କ ସହ ଛଅ ଜଣ କୃତି ଛାତ୍ରଛାତ୍ରୀ ରୁଦ୍ର ପ୍ରତାପ ପାତ୍ର, ବିରଞ୍ଚି ନାରାୟଣ ଦାଶ, ଋତୁଶ୍ରୀ ଋତୁପୂର୍ଣ୍ଣା, ଶ୍ରେୟାସ ଦାଶ, ତ୍ରିଷ୍ଣକ୍ଷ ମହାନ୍ତି, ଅଭିଲିପ୍ସା ସେନାପତି ଏବଂ ୯୦%ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । […]