୫ ବର୍ଷ ହେଲା ପୁଅକୁ ଖୋଜୁଛି ମା’…
ସାଲେପୁର (ଅଭୟ ଜେନା): ଦୀର୍ଘ ୫ ବର୍ଷ ହେବ ପୁଅ ନିଖୋଜ । ମା’ର ଗୁହାରୀ ଶୁଣିଲାନି ପ୍ରଶାସନ । ଶେଷରେ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ଜଣେ ମା’ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନାରେ । ଧାରଣାରତ ମହିଳା ଜଣକ ହେଲେ ସାଲେପୁର ଥାନା ମିର୍ଜାପୁର ପଂଚାୟତ ଧର୍ମାଗତପୁରର ଦେବେନ୍ଦ୍ର ଭୂୟାଁଙ୍କ ପତ୍ନୀ ଗୋଲାପ ମଞ୍ଜରୀ ଭୂୟାଁ । ସୂଚନା ଅନୁସାରେ ଗୋଲାପଙ୍କ ପୁଅ ସରୋଜ […]