ଓଡିଶା

ପୋଲିସ କ୍ୟାମ୍ପରେ ସନ୍ଦହଜନକ ଅବସ୍ଥାରେ ମିଳିଲେ ପୋଲିସ କର୍ମଚାରୀ

ସାଲେପୁର: ଡ୍ୟୁଟି କରିବାକୁ ଆସି ଜଣେ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ହେଲେ ଶ୍ରୀନିବାସ ରାଉତ । ସେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ । ଶ୍ରୀନିବାସଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ଗତ ତିନି ଦିନ ତଳେ ମାହାଙ୍ଗା ମହୋତ୍ସବକୁ ଡ୍ୟୁଟି କରିବାକୁ ଆସି ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର କ୍ୟାମ୍ପରେ ଥିଲେ । ଆଜି ସକାଳେ ତାଙ୍କୁ […]

ଓଡିଶା

ବାଇଚଢେଇରେ ବାଇଚଢେଇ, କୁଆଡେ ଯାଉ ତୁ ଡେଣା ମେଲାଇ…

ସାଲେପୁର: ଦିନଥିଲା ବାଇଚଢେଇର କିଚିରି ମିଚିରି ଶବ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ଗ୍ରାମ୍ୟ ପରିବେଶ । ମାତ୍ର ଏବେ ଆଉ ଶୁଣିବାକୁ ମିଳୁନି ବାଇଚଢ଼େଇର ସେଇ କିଚିରି ମିଚିରି ଶବ୍ଦ । ଆଉ ଦେଖିବାକୁ ମିଳୁନି ପବନରେ ଦୋଳାୟମାନ ବାୟାବସା । ବହି ହେଉ ଅବା ମାର ସେଇ ସ୍ନେହଭରା ଗୀତ ସବୁଠି ବାଇ ଚଢ଼େଇକୁ ନେଇ ଗଢ଼ା ଭିନ୍ନ ଭିନ୍ନ କାହାଣୀ । ତେବେ ଏହି କାହାଣୀ ସତ ହୋଇଥିଲେ ବି ଆଗକୁ ଏହା ଗପ […]

ଓଡିଶା କଳା ସଂସ୍କୃତି

ଉଦଘାଟିତ ହୋଇଛି ବିରୂପା ମହୋତ୍ସବ

ସାଲେପୁର : ଚଳିତ ବର୍ଷ ବେଶ ଉତ୍ସାହର ସହ ଉଦଘାଟିତ ହୋଇଛି ବିରୂପା ମହୋତ୍ସବ । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ଗୋପୀନାଥପୁର ସମେତ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ । ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ ଓଡିଶା ସହଯୋଗରେ ଆୟୋଜିତ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଗୋପୀନାଥପୁର ୧୧ ତମ ବିରୂପା ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ୫ ଦିନ ଧରି ଅନୁଷ୍ଠିତ ହେବ । ଆଞ୍ଚଳିକ, ସାମାଜିକ […]

ଓଡିଶା

ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱରଙ୍କ ପୀଠରେ ଚାଲିଛି ଝାମୁଯାତ୍ରା

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱର ମହାଦେବଙ୍କ ପୀଠରେ ଚଳିତ ବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଏହି ପୀଠକୁ ବିଭିନ୍ନ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଚଳିତବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରାରେ ସହସ୍ରାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି । ମାସନ୍ତ ଦିନ ଝାମୁଯାତ୍ରା, କଣ୍ଟା ପାଟୁଆ ଅନୁଷଅଠିତ ହେଉଛି । ପଣାଯାତ୍ରା ଅବସରରେ ଅଗ୍ନି […]

ଓଡିଶା

ଦାଣ୍ଡଯାତ୍ରା ବେଳେ ତୁମୁଳ କାଣ୍ଡ, ଥାନା ଆଗରେ ଧାରଣା ଦେଲେ ଅଭିଯୋଗକାରୀ

ସାଲେପୁର : ଦାଣ୍ଡଯାତ୍ରା ବେଳେ ତୁମୁଳ କାଣ୍ଡ । ଅସାମାଜିକ ଯୁବକଙ୍କ ଶିକାର ହେଲେ ଗୋଟିଏ ଗୋଷ୍ଠୀର ଲୋକ । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ସାହାନିଆଜପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ରାମଲୀଳା ଦାଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ମେଳଣ ଶୋଭାଯାତ୍ରା ଗୋବିନ୍ଦପୁର ଗ୍ରାମଦେଇ ଯିବାବେଳେ ସେହି ଗାଁର କିଛି ଅସାମାଜିକ ବ୍ୟକ୍ତି ଗଣ୍ଡଗୋଳ ସୃଷ୍ଟି କରିବା ସହ ସାହାନିଆଜପୁର ଗ୍ରାମର ବହୁ ଯୁବକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ […]

ଓଡିଶା

ଗୋଟିଏ ପଞ୍ଚାୟତରେ ଗୋଷ୍ଠୀ ବିବାଦ । କିଏ ଉଠାଇବ ଫାଇଦା ସମୟ କହିବ ?

କଟକ : ସିଧାସଳଖ ଭାବେ ଶାସକ ଦଳର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ ଟାର୍ଗେଟ କଲେ ସାନ୍ତପୁର ସରପଞ୍ଚ । ଗୋଟେପଟେ ପଞ୍ଚାୟତର ଉନ୍ନତି ପାଇଁ ଖୋଦ୍ ସରପଞ୍ଚ ଧାରଣା ଦେଇଛନ୍ତି । ଅନ୍ୟପଟେ ସରପଞ୍ଚ ଉନ୍ନୟନରେ ବାଧକ ସାଜୁଥିବା ଅଭିଯୋଗରେ ଅନ୍ୟ ଏକ ଗୋଷ୍ଠୀ, ବିଡିଓଙ୍କୁ ଦାବି ପତ୍ର ଦେଇଛନ୍ତି । କିଏ କହୁଛି ସତ ତାହା ତ ସମୟ କହିବ । ମାତ୍ର ଗୋଟିଏ ପଞ୍ଚାୟତରେ ଏଭଳି ଗୋଷ୍ଠୀ ବିବାଦ ଏବେ ସମଗ୍ର ଅଞ୍ଚଳରେ […]

ଓଡିଶା

ଶତାୟୁ ମହିଳାଙ୍କ ଦ୍ବାଦଶାହରେ ଶ୍ରଦ୍ଧାସୁମନ ଅର୍ପଣ…

ସାଲେପୁର (ଅଭୟ ଜେନା): ଶତାୟୁ ମନ୍ଦିରୀ ଦେବୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ । ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ ଶଙ୍ଖପୁର ଗ୍ରାମରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପରୋପକାରୀ, ଧର୍ମପ୍ରାଣା ଶତାୟୁ ମହିଳା ମନ୍ଦିରୀ ଦେବୀଙ୍କ ଦ୍ଵାଦଶାହ ଅବସରରେ ସାମାଜିକକର୍ମୀ ଅଖିଳେଶ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ, ଜନନୀ ଜନ୍ମଭୂମି ପ୍ରତ୍ୟେକ ସନ୍ତାନ ସନ୍ତତିଙ୍କ […]

ଓଡିଶା

୫ ବର୍ଷ ହେଲା ପୁଅକୁ ଖୋଜୁଛି ମା’…

ସାଲେପୁର (ଅଭୟ ଜେନା): ଦୀର୍ଘ ୫ ବର୍ଷ ହେବ ପୁଅ ନିଖୋଜ । ମା’ର ଗୁହାରୀ ଶୁଣିଲାନି ପ୍ରଶାସନ । ଶେଷରେ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ଜଣେ ମା’ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନାରେ । ଧାରଣାରତ ମହିଳା ଜଣକ ହେଲେ ସାଲେପୁର ଥାନା ମିର୍ଜାପୁର ପଂଚାୟତ ଧର୍ମାଗତପୁରର ଦେବେନ୍ଦ୍ର ଭୂୟାଁଙ୍କ ପତ୍ନୀ ଗୋଲାପ ମଞ୍ଜରୀ ଭୂୟାଁ । ସୂଚନା ଅନୁସାରେ ଗୋଲାପଙ୍କ ପୁଅ ସରୋଜ […]

ଓଡିଶା କଳା ସଂସ୍କୃତି

ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ

ସାଲେପୁର (ଅଭୟ ଜେନା): ସତ୍ୟ ଯୁଗର ଅଲୌକିକ ତୁଳସୀ ଗଛ । ଅନ୍ୟୁନ ୬୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବୃକ୍ଷର ଚଉଡା ପ୍ରାୟ ୧୦ ଫୁଟ । ଏହି ତୁଳସୀ ଗଛଟି ସାଧାରଣ ତୁଳସୀ ଗଛ ପରି ହୋଇନଥିବା ବେଳେ ପତ୍ରରେ ତୁଳସୀର ନୈସର୍ଗିକ ବାସ୍ନା ଅନୁଭୂତ ହୁଏ ନାହିଁ । ସାଧରଣରେ ଆଲୋଚନା ହୁଏ ଯେ, ଏହା ହେଉଛି ସତ୍ୟ ଯୁଗର ଗଙ୍ଗା ତୁଳସୀ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ବାଲିସାହି […]

ଓଡିଶା

ହାତଗୋଡ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ବୟାନ ରେକର୍ଡ

ସାଲେପୁର (ଅଭୟ ଜେନା): ସାଲେପୁରର ଜଣେ କଲେଜ ଛାତ୍ରୀ ଅଚେତ ଅବସ୍ଥାରେ ଏକ ଆବର୍ଜନା ଗୃହରୁ ଉଦ୍ଧାର ହେବା ଘଟଣା ପରେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରୀର ବୟାନ ଅନୁଯାୟୀ ତାଙ୍କର ସମ୍ପର୍କୀୟ ସାଲେପୁର ଥାନାରେ ଏତଲା ଦେଇଛନ୍ତି । ଛାତ୍ରୀ ଜଣଙ୍କ କହିବା ଅନୁଯାୟୀ, କଲେଜ ସାରି ବସ୍ ଷ୍ଟାଣ୍ଡ ନିକଟରେ ବସ୍ ପାଇଁ ଅପେକ୍ଷାରତ ଥିଲେ । ଏହି ସମୟରେ ପ୍ରଥମେ ଦୁଇଜଣ ଲୋକ ତାକୁ ଡାକିଥିଲେ । ସେ […]