ଅଙ୍ଗନବାଡ଼ି ଦିଦିଙ୍କ ଟିକେ ଅବହେଳା, ସବୁଦିନ ପାଇଁ ଚାଲିଗଲା ପୁଅ…
ସାଲେପୁର : ଅଙ୍ଗନବାଡି କର୍ମୀଙ୍କ ଅବହେଳାରୁ ଚାଲିଗଲା ଏକ ନିରୀହ ଶିଶୁର ଜୀବନ । ଛୋଟ ଛୋଟ ପିଲାଙ୍କ ଦାୟିତ୍ବ ନେଉଥିବା ଅଙ୍ଗନବାଡି କର୍ମୀ ଭୁଲିଗଲେ ନିଜର କର୍ତ୍ତବ୍ୟ । ମାତ୍ର ଚାରି ବର୍ଷର ଶିଶୁକୁ ପରିବାର ଜିମା ନ ଦେଇ ଅନ୍ୟତ୍ର ଛାଡି ଚାଲିଗଲେ । ଶେଷରେ ପରିବାର ଲୋକ ଶିଶୁଟିକୁ ପାଇଲେ । ମାତ୍ର ସେତେବେଳକୁ ତା ପିଣ୍ଡରେ ପ୍ରାଣ ନ ଥିଲା । ଟିକେ ମାତ୍ର ବିଳମ୍ବ ଜଣେ ଶିଶୁକୁ ତା ମା […]