ମାହାଙ୍ଗା ଚଡେଇପୁଟିଆ ଗାଁ’କୁ ନାହିଁ ପକ୍କା ସଡ଼କ, ପିଇବା ପାଣି । ଚଳିତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି…
ସାଲେପୁର, ୨୩/୪ : ଭୋଟ ବେଳ ଆସିଲେ ନେତାଙ୍କୁ ସାବାଡ଼କରିବାକୁ ଭୋଟର ଏବେ ସଚେତନ ହେଲେଣି । ନିର୍ବାଚନ ବେଳେ ନେତାଙ୍କ ପକ୍ଷରୁ ମିଳୁଥିବା ଗଦା ଗଦା ମିଥ୍ୟା ପ୍ରତିଶୃତିକୁ ଭରସା କରି ଭୋଟ ଦେବା ସମ୍ଭବ ନୁହେଁ ବୋଲି ବୁଝି ସାରିଲେଣି ଗ୍ରାମବାସୀ । ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ନାଁ ଅଛି ପକ୍କା ରାସ୍ତା, ନାଁ ମିଳୁଛି ପିଇବା ପାଣି । ଏହାର ପ୍ରତିବାଦରେ ଏଥର ଭୋଟ ବର୍ଜ୍ଜନ ପାଇଁ ଚେତାବନୀ […]