ଓଡିଶା

କର୍କଟ ରୋଗରେ ପୀଡିତ ୩ ବର୍ଷର କ୍ଷିତୀଶ, ସହାୟତା ପାଇଁ ପିତାମାତାଙ୍କ ଆକୁଳ ନିବେଦନ…

ସାଲେପୁର, (ଏଫ୍ ଟୁ ଏସ୍ /ଅଭୟ ଜେନା) : ବିବାହର ୯ ବର୍ଷ ପରେ ଦମ୍ପତ୍ତିଙ୍କ କୋଳକୁ ଆସିଥିଲେ କ୍ଷିତୀଶ । କ୍ଷିତୀଶଙ୍କୁ ପାଇ ବାପା-ମାଙ୍କ ଜୀବନ ସାର୍ଥକ ହୋଇଥିଲା । ହେଲେ ସେମାନଙ୍କ ଖୁସି ବେଶି ଦିନ ନଥିଲା । ପୁଅ ଜନ୍ମର କିଛି ଦିନରେ ଜଣାପଡିଲା କ୍ଷିତୀଶ କ୍ୟାନ୍ସର ଭଳି ଦୁରାତ୍ମ ରୋଗରେ ପୀଡିତ । ଏ କଥା ଶୁଣି ବାପା-ମାଙ୍କ ପାଦ ତଳୁ ମାଟି ଧସିଗଲା ଯେମିତି । କଟକ ଜିଲ୍ଲା ମାହାଙ୍ଗା […]

ଓଡିଶା

କାର୍ଗିଲ ବିଜୟ ଦିବସ: କାର୍ଗିଲ ଯୁଦ୍ଧରେ ଓଡ଼ିଶାର ପ୍ରଥମ ସହିଦ ଗୋପୀନାଥଙ୍କୁ ଝୁରୁଛି ଜନ୍ମମାଟି

ସାଲେପୁର, (ଏଫ୍ଟୁଏସ୍/ଅଭୟ ଜେନା) : ପାଳିତ ହୋଇଛି କାର୍ଗିଲ ବିଜୟ ଦିବସ । କାର୍ଗିଲ ଯୁଦ୍ଧରେ ଓଡିଶାରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ମହାରଣା । ଗୋପୀନାଥ ମାତ୍ର ୧୮ବର୍ଷ ବୟସରେ ୫୨୮ବାଟାଲିୟନରେ ଯୋଗ ଦେଇ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । କାର୍ଗିଲ ଯୁଦ୍ଧ ସମୟରେ ଅସ୍ତ୍ର, ଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ ୧୯୯୯ ମସିହା ମେ ମାସ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ […]

ଓଡିଶା

ଭଗବତ ପ୍ରେମରେ ଉଦବୁଦ୍ଧ ଶ୍ରଦ୍ଧାଳୁ…

ସାଲେପୁର, (ଏଫ୍ଟୁଏସ୍/ଅଭୟ ଜେନା) : ବେଦ ଉପନିଷଦ ହେଉଛି ମନୁଷ୍ୟ ଜୀବନର ମୂଳ ଆଧାର । ହେଲେ ଆଜିର କଥା କଥିତ ସମାଜରେ ଏହି ମୂଳ ଆଧାର ବିଲୁପ୍ତ ପ୍ରାୟ । ଆଧ୍ୟାତ୍ମିକ ଚେତନା ଏବଂ ପୁରାତନ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି ମହାନଦୀ ଚିତ୍ରୋତ୍ପଳା ଦୋଆବ ଅଞ୍ଚଳର ଦାମୋଦରପୁର, ଜନାର୍ଦ୍ଦନପୁର ଓ ଖଣ୍ଡଗିରି ଗ୍ରାମ ତଥା ଆଖପାଖ ଅଞ୍ଚଳର ବାସିନ୍ଦା । ବିଗତ ପାଞ୍ଚବର୍ଷ ହେବ ଦାମୋଦରପୁର ଗ୍ରାମରେ ପ୍ରତିଷ୍ଠା ହୋଇଛି […]

ଓଡିଶା

ଅହମ୍ମଦବକ୍ସ ହାଇସ୍କୁଲ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ…

ସାଲେପୁର, (ଏଫ୍ଟୁଏସ୍ /ଅଭୟ ଜେନା) : ଅହମ୍ମଦବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାହାଙ୍ଗା ବିଧାୟକ ସାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ବହୁ […]

ଓଡିଶା

ପ୍ରସିଦ୍ଧ ଓଳାଶୁଣୀ ପୀଠରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମ ବାର୍ଷିକ ଉତ୍ସବ…

ସାଲେପୁର, (ଏଫ୍ଟୁଏସ୍/ଅଭୟ ଜେନା) : ପବିତ୍ର ବାହୁଡ଼ା ବଡ଼ ଏକାଦଶୀ ସୁନାବେଶ ଉପଲକ୍ଷେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମ ବାର୍ଷିକ ଉତ୍ସବ ସନ୍ଥ ଅରକ୍ଷିତ ଦାସଙ୍କ ପୀଠ ଓଳାଶୁଣୀରେ ପାଳିତ ହୋଇଯାଇଛି । ଓଳାଶୁଣୀ ଗୁମ୍ଫା ପ୍ରଚାର ପ୍ରସାର କମିଟି ସାଧାରଣ ସମ୍ପାଦକ ନବକିଶୋର ସାମଲଙ୍କ ତତ୍ତ୍ଵାବଧାନରେ ପବିତ୍ର ମହିମଣ୍ଡଳ ଗୀତର ଇଂରାଜୀ ଅନୁବାଦକ ଜୀବନାନନ୍ଦ ପଣ୍ଡା, ଅନୁଷ୍ଠାନର ଅନ୍ୟତମ ସଦସ୍ୟ ରୁଦ୍ର ନାରାୟଣ ସିଂହ, ସାମ୍ୱାଦିକ ମହେଶ୍ୱର ବଳ, ସାମ୍ୱାଦିକ ଅର୍ଜୁନ ସାହୁ, ପ୍ରଦୀପ ପୃଷ୍ଟି, ଶରତ ସିଂହ, ପୂଜକ […]

ଓଡିଶା

ମାହାଙ୍ଗାରେ ଫଳକ ରାଜନୀତି, ଶାସକ ବିରୋଧି ଛକାପଞ୍ଝା…

ସାଲେପୁର, (ଏଫ୍ଟୁଏସ୍) ୧୩/୦୭ : ମାହାଙ୍ଗାରେ ତେଜିଲା ଫଳକ ରାଜନୀତି । ପ୍ରକଳ୍ପ ଗୋଟିଏ, ହେଲେ ଉଦଘାଟନ ହେଲା ଦୁଇ ଦୁଇ ଥର । ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କଳୀନ ମାହାଙ୍ଗା ବିଧାୟକ ଏବଂ କଟକ ସଦର ବିଧାୟକ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ୨ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦଘାଟନ ଫଳକ ମାରିଥିଲେ । ତରତ ସହଦେବପୁର ପୂର୍ତ୍ତ ସଡ଼କ ପାଇଁ ୨୮ କୋଟି ଟଙ୍କାର ଚୁକ୍ତିନାମା ସ୍ୱାକ୍ଷରିତ ହେବା […]

ଓଡିଶା

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଣ୍ୟ ତିଥିରେ ଉତ୍ସବ ମୁଖର ନେମାଳ ପଦ୍ମବନ ପୀଠ…

ସାଲେପୁର, ୨୪/୦୬ : କଟକ ଜିଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମହାପ୍ରୟାଣ ଦିବସ ଅବସରରେ ପଞ୍ଚସଖା ଯୁଗର ଏହି ମହାନସାଧକ, ଦିବ୍ୟ ଦ୍ରଷ୍ଟା, ମାଳିକାକାରଙ୍କ ପବିତ୍ର ଗାଦି ପରିସରରେ ଯାତ୍ରା ଓ ମେଳା ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଛି । ଲୋକ କଥା ରହିଛି, ଏହି ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳବଟକୁ ଆସିଥାନ୍ତି । ସେଥିପାଇଁ କୁହାଯାଇଛି ‘ଯେଉଁ ଜଗନ୍ନାଥ ମୂରତି ନୀଳା ଞ୍ଚଳ ରେ ସ୍ଥିତ,ସେହି ଜଗନ୍ନାଥ ମୂରତି ପଦ୍ମ ବନେ ଉଦିତ’ । […]

ଓଡିଶା

ଭୋଟ ଭିକ୍ଷା କଲେ ଡ୍ରିମଗାର୍ଲ ହେମାମାଲିନୀ…

ସାଲେପୁର, ୧୮/୫ : କଟକ ସଦର ନିର୍ବାଚନ ମଣ୍ଡଳୀ କିଶନନଗରରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ବାଚନ ରାଲିରେ ସାଂସଦ ତଥା ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ହେମାମାଳିନୀ ଯୋଗ ଦେଇଥିଲେ । ଏହି ରାଲିରେ ରାଜସ୍ଥାନର ମନ୍ତ୍ରୀ ଅବିନାଶ ଗେହେଲଟ ଯୋଗ ଦେଇ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ହେମାଙ୍କ ରାଲି ହୁଲିପୁରରୁ ଆରମ୍ଭ ହୋଇ ରାମଚନ୍ଦ୍ରପୁର ଓ କିଶନନଗର […]

ଓଡିଶା

ତିରୋଧାନ ତିଥିରେ ଗଣକବି ବୈଷ୍ଣବ ପାଣିଙ୍କୁ ଶ୍ରଦ୍ଧାଞ୍ଜଳି…

ସାଲେପୁର, ୯/୫ : ଗଣକବି ସ୍ମୃତି ସଂସଦ ଏବଂ ଶରତ କର ଅନିମା କର ଫାଉଣ୍ଡେସନ ପକ୍ଷରୁ ଓଡ଼ିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ସ୍ରଷ୍ଠା ଗଣକବି ବୈଷ୍ଣବ ପଣିଙ୍କ ୬୮ ତମ ସ୍ମୁତି ଉତ୍ସବ ଜନ୍ମମାଟି କୋଠପଦାଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଜାତି ଏବଂ ଓଡ଼ିଆ ଭାଷାର ଅସ୍ମିତାକୁ ନେଇ ଲେଖନୀ ଚାଳନା କରିଥିବା ବୈଷ୍ଣବ ପଣି ବୈଶାଖ ଅମାବାସ୍ୟାରେ ବିଦାୟ ନେଇଥିଲେ ମଧ୍ୟ ଆଜିବି ତାଙ୍କୁ ଜନ୍ମମାଟି ଝୁରୁଛି ବୋଲି ଅତିଥି ମାନେ କହିଥିଲେ […]

ଓଡିଶା

କଂଗ୍ରେସ କ୍ଷମତାକୁ ଆସିଲେ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବ: ରାହୁଲ ଗାନ୍ଧି…

ସାଲେପୁର, ୨୯/୪ : ଓଡିଶାକୁ ନିର୍ବାଚନୀ ପ୍ରଚାରରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସାଲେପୁର ଓ ମାହାଙ୍ଗାରେ ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ରାହୁଲ ପହଂଚି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ଆସି କୁଳିଆ ଆରଏମ୍ସି ପଡିଆରେ ରାହୁଲ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ । ନ୍ୟାୟ ଯାତ୍ରାରେ ଯୋଗଦେଇ ଓଡ଼ିଶାରେ ଶାସନ ପରିବର୍ତ୍ତନ ପାଇଁ ସେ ଆହ୍ୱାନ ଦେଇଥିଲେ । କଂଗ୍ରେସ […]