ବଞ୍ଚିବାର ରାହା ଯୋଗାଇଛି ସଲପ ରସ
ଗଜପତି (ବିବେକାନନ୍ଦ ବେହେରା): ବଞ୍ଚିବାର ରାହା ଯୋଗାଇଛି ସଲପ ରସ । ସଲପ ରସରେ ପ୍ରସୁତ ଗୁଡରେ ରହିଛି ଔଷଧୀୟ ଗୁଣ । ଏଣୁ ଏହାକୁ ନେଇ ଜୀବନ ଜୀବିକା ଆଶାରେ ଆଦିବାସୀ ଲୋକ । ଆଦିବାସୀଙ୍କ ଜୀବନର ମୁଖ୍ୟ କାମ ହେଲା ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ଏବଂ ତାକୁ ସ୍ଥାନୀୟ ବଜାରରେ ବିକ୍ରିବଟା କରି ପରିବାର ପ୍ରତିପୋଷଣ କରିବା । ଜଙ୍ଗଲ ହିଁ ଏମାନଙ୍କ ଜୀବନ ଜୀବିକା କହିଲେ ଅତ୍ୟୁକ୍ତି ହେବ […]