ଶୋଚନୀୟ ଅବସ୍ଥାରେ ପଡି ରହିଛି ଏସିଆ ମହାଦେଶର ସର୍ବବୃହତ ସାଇଫନ ଓ ସେତୁକୁ ସଂଯୁକ୍ତ କରୁଥିବା ରାସ୍ତା
କଟକ ଜିଲ୍ଲାର ସାଲେପୁର ବ୍ଲକ ହରିଚନ୍ଦନପୁରରେ ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଓ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଦ୍ଵାରା ମହାନଦୀ-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳରେ ଏସିଆ ମହାଦେଶର ସର୍ବବୃହତ ସାଇଫନ ଓ ସେତୁର ଶିଳାନ୍ୟାସ ହୋଇଥିଲା । ଏହା କେବଳ ମହାନଦୀ-ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ବୁଦ୍ଧିଜୀବୀଙ୍କ ପାଇଁ ସମ୍ଭବପର ହୋଇଥିଲା । ମହାନଦୀ-ଚିତ୍ରୋତ୍ପଳା ସାଇଫନ ସେତୁ ଆନ୍ଦୋଳନ ମାଧ୍ୟମରେ ଦ୍ୱିପାଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ଦୀର୍ଘ ୭ ବର୍ଷରେ ତତ୍କାଳୀନ […]