ଓଡିଶା

ସତ୍ୟସାଇ ସେବାସମିତି ପକ୍ଷରୁ ନିଃଶୁଳ୍କ ଗଣ-ବ୍ରତୋପନୟନ କାର୍ଯ୍ୟ ଅନୁଷ୍ଠିତ

ସାଲେପୁର (ଅଭୟ ଜେନା): ସତ୍ୟସାଇ ସେବାସମିତି ସାଲେପୁର ଶାଖା ପକ୍ଷରୁ ନିଃଶୁଳ୍କ ଗଣ-ବ୍ରତୋପନୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଡ଼ିଏରୁ ଉର୍ଦ୍ଧ୍ବ ଆର୍ଥିକ ଭାବେ ଅନୂନ୍ୟ ବ୍ରାହ୍ମଣ ପିଲାଙ୍କୁ ଅନୁଷ୍ଠାନ ପକ୍ଷରୁ ବୈଦିକ ରୀତିନୀତି ଅନୁଯାୟୀ ଯଥାବିଧି ସମୂହ ବ୍ରତୋପନୟନ କରାଯାଇଛି । ଏହି ବୈଦିକ ସଂସ୍କାର କାର୍ଯ୍ୟକ୍ରମରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଆଦି ଜିଲ୍ଲାରୁ ବହୁ ଗରିବ ବ୍ରାହ୍ମଣ ପିଲମାନେ ସେମାନଙ୍କର ଅଭିଭାବକ ଓ ବନ୍ଧୁବାନ୍ଧବଙ୍କ ସହ ଉପସ୍ଥିତ ହୋଇ କାର୍ଯ୍ୟ […]