ଓଡିଶା ମନୋରଞ୍ଜନ

ଓଡ଼ିଆ ଚଳଚ୍ଚିତ୍ର “ଅପରେସନ୍ ୧୨/୧୭’ କୁ ପୂରିଲା ପଚାଶ ଦିନ

ଭୁବନେଶ୍ୱର : ସାଇ ଲୁମ୍ବିନୀ ପ୍ରଡ଼କସନ୍ସରେ ନିର୍ମାଣ ହୋଇଥିବା ସିନେମା “ଅପରେସନ୍ ୧୨/୧୭ ସାଇ ଶରଣଂ’କୁ ପ୍ରେକ୍ଷାଳୟରେ ୫୦ ଦିନ ପୂର୍ତ୍ତି ହୋଇଛି । ଭଲ ସିନେମା ପ୍ରତି ଦର୍ଶକଙ୍କ ମନରେ ଢେର ଆଗ୍ରହ ରହିଥିବାରୁ ସିନେ ଦର୍ଶକଙ୍କ ସୁଅ ଛୁଟିଛି । କଟକ ସ୍ଥିତ ବୃନ୍ଦାବନ ସିନେମା ହଲରେ ସିନେମାର ପୁରା ଟିମ୍ ଦର୍ଶକଙ୍କ ସହିତ ମିଶି ପଚାଶ ଦିନ ପୂର୍ତ୍ତି ଅବସରରେ କେକ୍ କାଟି ଖୁସି ମନେଇଛନ୍ତି । ଏହି ସ୍ୱତନ୍ତ୍ର ଖୁସି ଉପଲକ୍ଷେ […]