ଆଦର୍ଶ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ମମତା ସୁଆରଙ୍କୁ ସମ୍ବର୍ଦ୍ଧନା…
ବେଗୁନିଆପଡା, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ଆଦର୍ଶ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି ଶିକ୍ଷୟତ୍ରୀ ମମତା ସୁଆର । ଜଗନ୍ନାଥ ପ୍ରସାଦ ସମ୍ବାଦ ସାହିତ୍ୟ ଘର ତରଫରୁ ଆମ ଓଡିଶା ସମ୍ବାଦର ମୁଖ୍ୟ ତଥା ପୂର୍ବତନ ଲୋକସଭା ସାଂସଦ, ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ ଖଣ୍ଡପଡା ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଜଗନ୍ନାଥ ପ୍ରସାଦର ରେଞ୍ଜର ସୁଜାତା ରାଣୀ ପଣ୍ଡା ମିଳିତ ଭାବେ ଶିକ୍ଷୟତ୍ରୀ ମମତା ସୁଆରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଜୀବନରେ […]