ପଞ୍ଚଧାର ସାହିତ୍ୟ ସଂସଦର ସାରସ୍ୱତ ସମାରୋହ
ଆଠମଲ୍ଲିକ, ୪/୧ (ଧନଞ୍ଜୟ ନାୟକ) : ଆଠମଲ୍ଲିକର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଂଚଧାର ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୂଚନା କେନ୍ଦ୍ରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରାକ୍ତନ ଅଧ୍ୟାପକ ବିବେକାନନ୍ଦ ବେହେରା ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ସଂସଦର ଉପଦେଷ୍ଟା ନାଟ୍ୟକାର ଚିତ୍ତ ରଞ୍ଜନ ତ୍ରିପାଠୀ ଓ ସାମ୍ୱାଦିକ ଉଦିପ୍ତ ପୁରୋହିତ ଯୋଗ ଦେଇଥିଲେ । ପଂଚଧାର ସାହିତ୍ୟ ସଂସଦର ସମ୍ପାଦକ […]