ଓଡିଶା

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ଆଜି ବି ସହିଦ ଗୋପୀନାଥଙ୍କୁ ଝୁରେ ଜନ୍ମମାଟି…

ସାଲେପୁର : କାର୍ଗିଲ ଯୁଧ୍ୟରେ ଓଡିଶାରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର  ଗୋପୀନାଥ ମହାରଣା । ଗୋପୀନାଥ ମାତ୍ର ୧୮ବର୍ଷ ବୟସରେ ୫୨୮ବାଟାଲିୟନରେ ଯୋଗ ଦେଇ ଡ୍ରାଇଭର ଭାବରେ କାର୍ଯ୍ୟ  କରୁଥିଲେ । କାର୍ଗିଲ ଯୁଧ୍ୟ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ ୧୯୯୯ ମସିହା ମେ ମାସ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୩ ବର୍ଷ ବୟସରେ ସହିଦ ହୋଇଥିଲେ ସହିଦ ଗୋପୀନାଥ ମହାରଣା […]