ଓଡିଶା ମନୋରଞ୍ଜନ

କ୍ରେଜ୍ ବଢାଉଛି ସଉରା ସଙ୍ଗୀତ । ଭାଷାକୁ ନେଇ ଗର୍ବିତ ପ୍ରଯୋଜକ ଶୋଭନ

(ବ୍ୟୁରୋ ରିପୋର୍ଟ): ଦର୍ଶକଙ୍କ ମନ ଛୁଇଁଛି ସଉରା ସଙ୍ଗ “ଗର୍ଡ ଗର୍ଡା” । ମହିମା ମ୍ୟୁଜକ ୟୁଟ୍ୟୁବ୍ ଚ୍ୟାନେଲରେ ଲୋକାର୍ପିତ ଏହି ଭିଡିଓ ମାତ୍ର ଦୁଇ ଦିନରେ ହଜାର ହଜାର ଦର୍ଶକଙ୍କ ମନ ଛୁଇଁଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏକ ଆଦିବାସୀ ସମ୍ପ୍ରଦାୟ (ସଉରା ସମ୍ପ୍ରଦାୟ) ତାର ଭାଷା, କଳା, ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରସ୍ତୁତ କରିଛି ଏହି ସୁନ୍ଦର ଗୀତ “ଗର୍ଡ ଗର୍ଡା” । ପ୍ରଯୋଜକ ଶୋଭନ କାର୍ଜିଙ୍କ ଦୂରଦୃଷ୍ଟି ଏବଂ ନିଜ […]