ଓଡିଶା

ଚଳିତ ବର୍ଷ ମହିଳା ପୁଲିସଙ୍କୁ ସମ୍ମାନ ଦେବ “ନମନ-୨୦୨୩’…

ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ଓଡିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନମନ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଅଗ୍ରଣୀ ପ୍ରତିଷ୍ଠାନ ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ଆଗାମୀ ଡିସେମ୍ବର ୯ ତାରିଖ ଶନିବାର ଦିନ ସପ୍ତମ ବାଟାଲିୟନ ପରିସରରେ ୨ୟ ନମନ – ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଆୟୋଜିତ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରାଯାଇଛି । ନମନ ପୁଲିସ ଭାଇ ଭଉଣୀ ତଥା […]

ଓଡିଶା ଯ଼ୋଗାଯ଼ୋଗ

ରୟାଲ ଆଟଲାନ୍ଟିସର ନୁତନ ବ୍ରାଣ୍ଡ ପାର୍ଟନର ହୋଇଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା …

ଭୁବନେଶ୍ୱର: ଏସଜେ ଜେଆରଜି ଭେନ୍ଚରସ୍ ଏଲ୍ଏଲ୍ପିର ବିଳାସପୂର୍ଣ୍ଣ ଉଚ୍ଚ-ଆବାସିକ ପ୍ରକଳ୍ପ ରୟାଲ ଆଟଲାନ୍ଟିସର ନୁତନ ବ୍ରାଣ୍ଡ୍ ପାର୍ଟନର ହୋଇଛନ୍ତ ଓଡିଆ ସିନେ ଜଗତର ପରିଚିତ କଳାକାର ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ଏହି ଅବସରରେ ରୟାଲ ଆଟଲାନ୍ଟିସର ଅଡିଓ ଭିଜୁଆଲ୍ ଫିଲ୍ମ୍ ‘ହାପିନେସ୍ ବାଏ ଦ ସି’ ଲଚଂ କରାଯାଇଛି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଛୁଟି ଦିନରେ ନିଜ ପ୍ରିୟଜନଙ୍କ ସହିତ ସମୟ ବିତାଇବା ନିମନ୍ତେ ଏକ ବିଳାସପୂର୍ଣ୍ଣ ଏବଂ […]