ଆମ୍ବୁଲାନ୍ସ କର୍ମଚାରୀଙ୍କ ବଦନ୍ୟତା । ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୩ କିଲୋମିଟର
ଗଜପତି: ଥ୍ୟାଙ୍କ ୟୁ ୧୦୮ ଆମ୍ବୁଲାନ୍ସ କର୍ମୀ । ଆପଣ ସାହାଯ୍ୟ କଲେ ବୋଲି ଆଜି ଗର୍ଭବତୀ ମହିଳା ଜଣକ ସୁସ୍ଥ ଅଛନ୍ତି । ଗଜପତି ଜିଲ୍ଲାରେ ପୁଣି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କଣ୍ଟାପଦର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ କର୍ମୀଙ୍କ ଦ୍ଵାରା ବୁହା ହେଲେ ଗର୍ଭବତୀ ମହିଳା । ସୂଚନା ମୁତାବକ ଅନ୍ତରବା ପଞ୍ଚାୟତର ସାନ୍ତନି ଗୋମାଙ୍ଗଙ୍କ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ […]