ଜଗତସିଂହପୁର ଜିଲ୍ଲାରେ ଆଗ୍ରଣୀ ଅନୁଷ୍ଠାନ ହେବ “ରସା”
ଜଗତସିଂହପୁର (ରୀତା ସାହୁ): ଜଗତସିଂହପୁରସ୍ଥିତ ସ୍ଥାନୀୟ ସଂସ୍କୃତି ଭବନରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ରସା”ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡା ପ୍ରସନ୍ନ ପାଟଶାଣୀ, ସମାଜସେବୀ ସଂଜୀବ ମହାନ୍ତି ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବିର କିଶୋର ପରିଡା, ବରିଷ୍ଠ ସାମ୍ବାଦିକ ଜ୍ଞାନ ରଂଜନ ସାମନ୍ତରାୟ, ରସାର ସମ୍ପାଦଦ ନିରଞ୍ଜନ ବାରିକଙ୍କ ସମେତ ବହୁ […]