ଆରଟିଆଇରେ ତଥ୍ୟ ମାଗିଲେ, ଟଙ୍କା ପୈଠ ପାଇଁ ଆସୁଛି ଚିଠି…
କନ୍ଧମାଳ, ୨/୧୨ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ କାର୍ଯ୍ୟାଳୟରେ ଥିବା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶାର ମଧୁଚନ୍ଦ୍ରିକା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ଆଇଟିଡିଏଙ୍କୁ ଗତ ତା ୮ ନଭେମ୍ବର ୨୦୨୩ ଆକ୍ଟ ୨୦୦୫ ଅନୁଯାଇ ଆବେଦନ କରାଯାଇଥିଲା । କିନ୍ତୁ ଫୁଲବାଣୀ ଆରଟିଆଇ ବିଭାଗରୁ ନିଜେ ଦୋଷକୁ ଲୁଚେଇବା ପାଇଁ ତଥ୍ୟ ନ ଦେବା ଆଳରେ କପି […]