ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍ ଗ୍ରୁପ ଅଫ୍ ଇନଷ୍ଚିଟ୍ୟୁସନ୍
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍ ଗ୍ରୁପ ଅଫ୍ ଇନଷ୍ଚିଟ୍ୟୁସନ୍ । ରୟାଲ କଲେଜ ଅଫ୍ ସାଇନ୍ସ୍ ଏଣ୍ଡ ଟେକ୍ନୋଲୋଜି, ରୟାଲ ପବ୍ଲିକ୍ ସ୍କୁଲ ଏବଂ ବାଲେଶ୍ଵର ଜିଲ୍ଲାର ମଇତାପୁରରେ ଥିବା ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ୍ ସ୍କୁଲରେ ମାଗଣାରେ ପାଠ ପଢ଼ାଇବାକୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଦୁର୍ଘଟଣାରେ ଓଡ଼ିଶା ରାଜ୍ୟର ଉଭୟ ପିତାମାତା କିମ୍ବା କେବଳ ପିତା ବା ମାତାଙ୍କୁ […]