ଓଡିଶା

ମୋ ବସରେ ନିଆଁ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଯାତ୍ରୀଙ୍କ ଜୀବନ…

ମୋ ବସରେ ନିଆଁ । ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ୍ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ମୋ ବସରେ ନିଆଁ ଲାଗିଯାଇଥିଲା । ସେତେବେଳେ ବସରେ ୮ରୁ ୧୦ ଜଣ ଯାତ୍ରୀ ଥିଲେ । ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ଦେଖି ପ୍ରଥମେ ଯାତ୍ରୀମାନେ ଡ୍ରାଇଭରଙ୍କୁ ଜଣାଇଥିଲେ । ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ । ତା’ପରେ […]

ଓଡିଶା

ଘୋଷଣା ହେଲା ପୌର ନିର୍ବାଚନ ତାରିଖ…ମାର୍ଚ୍ଚ ୨୪ରେ ମତାଧିକାର ସାବ୍ୟସ୍ତ କରିବେ ମତଦାତା

ପଞ୍ଚାୟତ ନିର୍ବାଚନ ସରୁ ସରୁ ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ । ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଆସନ୍ତା ଫେବୃଆରୀ ୨୮ରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତଥର ପୌରସଂସ୍ଥାର ଅଧ୍ୟକ୍ଷ, ମହାନିଗର ନିଗମର ମେୟର ପଦ ପାଇଁ ସିଧାସଳଖ ଭାବେ ଭୋଟ ଦେବେ […]